ହେଡଲାଇନସ୍:

ନବୋନ୍ମେଷ କ୍ଲବ ଆନୁକୁଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର)  : ଓଡ଼ଗାଁ ବ୍ଲକ ପଂଚରିଡା ମାନପୁର ନବୋନ୍ମେଷ କ୍ଲବ ଆନୁକୁଲ୍ୟରେ ୨ୟ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ  ହୋଇଯାଇଛି । ଏଥିରେ ଉକ୍ତ ଗ୍ରାମ ପଂଚାୟତର ଯୁବ ବନ୍ଧୁମାନଙ୍କ ସହଯୋଗରେ ଆୟୋଜିତ ଏହି ଶିବିରରେ ୪୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । କ୍ଳବର ଉପଦେଷ୍ଟା ରାଜକିଶୋର ସାହୁ, ଉପ ସଭାପତି ବିଶ୍ୱରଞ୍ଜନ ସାହୁ, ସମ୍ପାଦକ ଗୁଲୁବାସ ସାହୁ, ସହ ସମ୍ପାଦକ ଚିକୁନ କୁମାର ସାହୁ ଏବଂ କ୍ଳବର ସମସ୍ତ ସଦସ୍ୟମାନେ ଆଜିର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । 

0
0
0
s2sdefault