- Hits: 1017
"ଚିଟଫଣ୍ଡ ଠକେଇ:ଅପରାଧି ସରକାର, ଅସହାୟ ଜମାକାରୀ"
ଭୁବନେଶ୍ୱର - ଚିଟଫଣ୍ଡ ଠକେଇ ମାମଲାରେ ରାଜ୍ୟବାସୀଙ୍କର ଦାବୀଥିଲା ଅପରାଧି ଦଣ୍ଡ ପାଉ, ଜମାକାରୀ ଟଙ୍କା ପାଉ । କିନ୍ତୁ ଦୁର୍ଭାଗ୍ୟକୁ ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାର ପରସ୍ପର ହାତ ମିଳାଇ ଏହି ଉଭୟ ଲକ୍ଷରୁ ଓହରିଯାଇଛନ୍ତି ।...