ହେଡଲାଇନସ୍:

ମୋ ନିର୍ବାଚନମଣ୍ଡଳୀ ଲୋକଙ୍କ ସମସ୍ୟା ମାନେ ମୋର ସମସ୍ୟା : ବିଧାୟକ ଶ୍ରୀ ମେହେର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ବଲାଙ୍ଗିର (ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ଜେଲରୁ ଜାମିନ ପାଇଁ ମୁକୁଲିବା ପରେ ପାଟଣାଗଡ ବିଧାୟକ ଶ୍ରୀ ସରୋଜ ମେହେର  ସମାଜ ସେବାରେ ନିୟୋଜିତ ହେବାର ଦେଖିବାକୁ ମିଲିଛି | ଆଜି ବେଲପଡାବ୍ଲକ ଅଞ୍ଚଲରେ ଶ୍ରୀ ମେହେର ପ୍ରଧାନମନ୍ତ୍ରୀ ଆବାସ ଏବଂ ବାର୍ଦ୍ଧକ୍ୟ ଭତ୍ତା କାର୍ଡ ବଣ୍ଟନ କରିଥିଲେ | ଏଥିରେ  ଶତାଧିକ ଗ୍ରାମବାସୀ ଯୋଗଦାନ କରିଥିଲେ |  ଶ୍ରୀ ମେହେର କହିଥିଲେ ଯେ ଆଗକୁ ଏଇଭଲି ଲୋକଙ୍କ ସେବା କରିଚାଲୁଥିବି | ଯେତେ ବାଧା ବିଘ୍ନ ଆସିଲେବି ମୋର ସେବା ମନୋବଲକୁ  ଭାଙ୍ଗି ପାରିବ ନାହିଁ  | ଆଉ ମଧ୍ୟ କହିଥିଲେ ଯେ ପାଟଣାଗଡ ବିଧାନସଭା ମଣ୍ଡଲିରେ ଲୋକଙ୍କ ସମସ୍ୟା ମାନେ ମୋର ସମସ୍ୟା | ତାହା କିଭଲି ଦୁର କରିବି ହେବ ତାହା ଉପରେ ଉଚିତ ପଦକ୍ଷେପ ଗ୍ରହଣ କରିବି  |

0
0
0
s2sdefault