ହେଡଲାଇନସ୍:

ଏଇ ଐତିହାସିକ ବିଜୟର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କର : ବିଜୟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର; ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳର ବିଜୟକୁ ଅନନ୍ୟ ଓ ଐତିହାସିକ ବୋଲି ଅଭିହିତ କରି ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ ଏହି ବିଜୟର ଶ୍ରେୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । ଚଳିତ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଯେ ଅକ୍ଷୁଣ୍ଣ ରହିଛି ଏବଂ ନବୀନ ପଟ୍ଟନାୟକ ହେଉଛନ୍ତି ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ତାହା ପୁଣିଥରେ ପ୍ରମାଣିତ ହୋଇଯାଇଛି । ବିରୋଧୀ ଦଳର ସମସ୍ତ ଅପପ୍ରଚାରକୁ ପ୍ରତ୍ୟାଖ୍ୟାନ କରି ଓଡ଼ିଶାର ସ୍ୱାଭିମାନ ଓ ସମୃଦ୍ଧି ପ୍ରତି ବିପୁଳ ସମର୍ଥନ ଜଣାଇ ଓଡ଼ିଶାର ଜନସାଧାରଣ ଯେଉଁ ରାଜନୈତିକ ପରିପକ୍ୱତାର ପରିଚୟ ଦେଇଛନ୍ତି, ସେଥିପାଇଁ ଶ୍ରୀ ନାୟକ ଭୋଟରମାନଙ୍କୁ କୃତଜ୍ଞତା ଓ ଅଭିନନ୍ଦନ ଜଣାଇଛନ୍ତି ।

0
0
0
s2sdefault