ଆଜି ବିଜେପୁର ରେ ମୁଖ୍ୟମନ୍ତ୍ରୀ ଙ୍କର ମାରାଥନ ପ୍ରଚାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

       ବରଗଡ / ବରପାଲି /ବିଜେପୁର/ଗାଇସିଲେଟ :-  ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀ ବିଜେପୁର ର ବରପାଲି , ବିଜେପୁର ଓ ଗାଇସିଲେଟ ଠାରେ ତିନିଟି ଜନସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଙ୍କର ଏହି ଗସ୍ତ ପାଇଁ ବିଜୁ ଜନତା ଦଳର ନେତାମାନେ ଓ କର୍ମୀ ବୁହୁ ପରିମାଣରେ ଉତ୍ସାହିତ ଥିବାର ଦେଖାଦେଉଛି। ମୁଖ୍ୟମନ୍ତ୍ରୀ ପ୍ରଥମେ ବରପାଲି ତାପରେ ବିଜେପୁର ଓ ଶେଷରେ ଗାଇସିଲେଟ ସଭାକୁ ସଂଵୋଧିତ କରିବାର କାର୍ଯ୍ୟକ୍ରମ ରହିଛି। 

0
0
0
s2sdefault