ଯୁବ ନେତା ସଞ୍ଜୟ ବାବୁଙ୍କୁ ଦଳର ସମ୍ପାଦକ ଭାବେ ନିଯୁକ୍ତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ବିଜୁ ଯୁବ ଜନତା ଦଳର ରାଜ୍ୟ ପରାମର୍ଶଦାତା, ମେଡିଆ ପ୍ୟାନେଲିଷ୍ଟ ତଥା ପଶ୍ଚିମ ଓଡିଶାର ଟାଣୁଆ ଯୁବ ନେତା ସଞ୍ଜୟ ବାବୁଙ୍କୁ ଦଳର ସମ୍ପାଦକ ଭାବେ ନିଯୁକ୍ତି ମିଳିଛି | ସେହିପରି ଜଟଣୀ ନିର୍ବାଚନ ମଣ୍ଡଳୀର ସନ୍ତୋଷ ଜେନାଙ୍କୁ ଦଳର ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ମିଳିଥିବା ବେଳେ ରଣପୁର ନିର୍ବାଚନ ମଣ୍ଡଳୀର ଡ଼ ସନ୍ତୋଷ ଲେଙ୍କାଙ୍କୁ ଦଳର ମେଡିଆ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି | ଦଳର ସଭାପତି ନବୀନ ପଟ୍ଟନାୟଜ ଉପରୋକ୍ତ ନିଯୁକ୍ତିକୁ ଅନୁମୋଦନ ଦେଇଥିବା ବିଜେଡି ସାଧାରଣ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି | 

0
0
0
s2sdefault