ହେଡଲାଇନସ୍:

ବିଜେପି ରେ ଯୋଗ ଦେଲେ ଚାରି ହଜାର ବିଜେଡି କର୍ମୀ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଯାଜପୁରରୁ ସୁବାଷ ଚନ୍ଦ୍ର ନାୟକ  ରାଜନୀତି ରେ ବିରଳଦୃଶ୍ୟ ପ୍ରଚାର ମଇଦାନ କୁ ଗୋଟିଏ ଗାଡି ରେ ଓଲ୍ହାଇଲେ ଲେଖାଶ୍ରୀ ଓ ଦାମ ଏମିତି  ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ସୁକିନ୍ଦା ବିଜେପି କାଯ୍ୟଳୟରେ ଦାନ ଗଦି ବ୍ଲକ ପୂର୍ଵତନ ଚେୟାରମାନ ସୁଧାଂଶୁ ଭଞ୍ଜ ଓ ତାଙ୍କର ଚାରିହଜାର   ସମର୍ଥକ ଙ୍କୁ ନେଇ ବିଜେଡି ଛାଡି ବିଜେପି ରେ ଯୋଗଦାନ କରିଛନ୍ତି ଶ୍ରମିକ ନେତା ରବି ହେମ୍ରମ ତାଙ୍କର ପାଞ୍ଚସହ ସମର୍ଥକ ଏବଂ ସୁକିନ୍ଦା ର ବଜରଙ୍ଗ ଦଳ ର ଶହଶହ କର୍ମୀ ଙ୍କୁ ଆଣି ବିଜେପି ରେ ଯୋଗଦାନ କରାଇଛନ୍ତି ଏହି ମିଶ୍ରଣ ପର୍ବ ରେ ଯୋଗ ଦେଇଥିଲେ ବିଜେପି ର ଷ୍ଟାର ପ୍ରଚାରକ ଡ଼ଃ ଦାମୋଦର ରାଉତ ଲେଖାଶ୍ରୀ ସିଂ ସାମନ୍ତ ଶ୍ରୀତମ ଦାସ ଏବଂ ଯାଜପୁର ର ଲୋକସଭା ପ୍ରାଥୀ ଅମୀୟ ମଲ୍ଲିକ ଏତେ ସଂଖ୍ୟକ ଯୋଗଦାନ କୁ ଦେଖି ବିଜେଡି ଓ କଂଗ୍ରେସ ମହଲରେ ଛନକା ପଶିଯାଇଛି

0
0
0
s2sdefault