ହେଡଲାଇନସ୍:

କେନ୍ଦ୍ରାପଡା : ଦୁଇ ଜଣଙ୍କ କଳିରେ ତୃତୀୟର ଲାଭ , ଶଶୀ ଲଢ଼ିବେ କେନ୍ଦ୍ରାପଡ଼ାରୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : କେନ୍ଦ୍ରାପଡା ବିଧାନସଭା ଆସନ ପାୟ ସିପ୍ରା-ତରେଇ କଳିରୁ ଫାଇଦା ମିଳିଛି ଅର୍ଥମନ୍ତ୍ରୀ ଶଶୀ ବେହେରାଙ୍କୁ । ଶଶୀ ବେହେରା କେନ୍ଦ୍ରାପଡା ବିଧାନସଭା ଆସନରୁ ହେବେ ବିଜେଡିର ଦଳୀୟ ପ୍ରାର୍ଥୀ । ବହୁଦିନ ଧରି ଲାଗି ରହିଥିବା ସସପେନ୍ସରେ ପୂର୍ଣ୍ଣଛେଦ ପକାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏ ବିସୟରେ ବିଜେଡି  ସଭାପତି ନେଇଥିବା ଉପରୋକ୍ତ ନିଷ୍ପତ୍ତି ବିସୟରେ ସୂଚନା ଦେଇଛନ୍ତି ଦଳର ସମ୍ପାଦକ ବିଜୟ ନାୟକ।

0
0
0
s2sdefault