ହେଡଲାଇନସ୍:

ବିଜେପି ବିରୋଧରେ ଖାରବେଳ ନଗର ଥାନାରେ ଏତଲା ଦେଲା ବିଜେଡ଼ି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର :ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବା ପ୍ରତିଶ୍ରୁତି ଦେଇ ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ଠକିଥିବା ଅଭିଯୋଗରେ ବିଜେପି ବିରୋଧରେ ଖାରବେଳ ନଗର ଥାନାରେ ଏତଲା ଦେଲା ବିଜେଡ଼ି। ଦଳର ମୂଖପାତ୍ର ଲେନିନ ମହାନ୍ତି, ସୁଲତା ଦେଓ ଓ ସସ୍ମିତ ପାତ୍ର ଖାରବେଳ ନଗର ଥାନାରେ ଦେଲେ ଏତଲା ।

0
0
0
s2sdefault