ହେଡଲାଇନସ୍:

 ଫେରିଲେ ଢ଼ାଲି : ମୋରଡାରୁ ରାଜାଙ୍କ ଜାଗାରେ ଲଢ଼ିବେ ରାଜକିଶୋର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଆଉ ଏକ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି | ପୁଣି ନିରାଶ ହୋଇଛନ୍ତି ବରୀ ଆସନ ପାଇଁ ଦଳର ଆଶାୟୀ ଯୁବ ନେତା ବିଜୟ ନାୟକ | ସେହିପରି ଚିଲିକା ପାଇଁ ଆଶାୟୀ ଥିବା ଅନ୍ୟତମ ଯୁବ ନେତା ମାନସ ମଙ୍ଗରାଜଙ୍କୁ ମଧ୍ୟ ନିରାଶ ହେବାକୁ ପଡିଛି | ଶେଷରେ  ଜୟଦେବକୁ ଫେରିଛନ୍ତି ଢ଼ାଲି | 

ଆଜି ଘୋଷିତ ଆସନ ଅନୁଯାୟୀ ବରି ପାଇଁ ସୁନନ୍ଦା ଦାସ, ବସ୍ତା ନିତ୍ୟାନନ୍ଦ ସାହୁ, ମୋରଡା ରାଜକିଶୋର ଦାସ, ଜୟଦେବ ଅରବିନ୍ଦ ଢ଼ାଲି, ଖୋର୍ଦ୍ଧା ଜିତୁ ମିତ୍ର, ବେଗୁନିଆ ରାଜକିଶୋର ସାହୁ,  ଦେବଗଡ ଆର ଆର ବିଶ୍ୱାଳ, ବେଗୁନିଆ ରାଜେନ୍ଦ୍ର ସାହୁ ଓ ଚିଲିକା ପାଇଁ ପ୍ରଶାନ୍ତ ଜଗଦ୍ଦେବ ପ୍ରାର୍ଥୀ ଭାବେ ଦଳ ତରଫରୁ ଘୋଷଣା କରାଯାଇଛି |  

 

 

0
0
0
s2sdefault