ହେଡଲାଇନସ୍:

 କଂଗ୍ରେସକୁ ବାଏ ବାଏ କଲେ କାର୍ଯ୍ୟକାରୀ ସଭାପତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଇ ମେଲରେ ପିସିସି ସଭାପତିଙ୍କ ପାଖକୁ ପଠାଇଲେ ଇସ୍ତଫା 

ବରଗଡ :- ଆଜି ବରଗଡ ଜିଲ୍ଲା କଂଗ୍ରେସ କମିଟିର କାର୍ଯକାରୀ ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁ ନିଜ ପଦ ଓ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିବା ସୁଚନା ରହିଛି । କଂଗ୍ରେସ ର ରାଜ୍ୟ ମୁଖିଆ ଙ୍କର ନିକଟକୁ ସେ ତାଙ୍କର ଇସ୍ତଫା ପତ୍ର ମେଲ ଯୋଗେ ପ୍ରେରଣ କରିଛନ୍ତି । ଇସ୍ତଫା ର କାରଣ ଜଣ ପଡିନଥିଲେ ବି ବ୍ୟକ୍ତିଗତ କାରଣ ରୁ ସେ ଇସ୍ତଫା ଦେଇଥିବା ଲେଖିଛନ୍ତି ।  ଦେଖିବାକୁ ବାକି ରହିଲା ଯେ ସେ କେଉଁ ଦଳକୁ ଯିବେ ନା ନିରପେକ୍ଷ ରହିବେ । 

 

0
0
0
s2sdefault