ହେଡଲାଇନସ୍:

ନୃସିଂହନାଥ ମନ୍ଦିରରେ ନିରଞ୍ଜନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପିସିସି ସଭାପତିଙ୍କର ଅଚାନକ ପାଇକମାଲ ଗସ୍ତ

ବରଗଡ :- ପ୍ରଦେଶ କଂଗ୍ରେସ କମିଟିର ମୁଖିଆ ଶ୍ରୀ ନିରଞ୍ଜନ ପଟନାୟକ ଆଜି ସନ୍ଧ୍ୟା ପ୍ରାୟ 7ଟା ସମୟରେ  ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଙ୍କର ମନ୍ଦିରକୁ ପହଂଚିଥିଲେ । ଏହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଗସ୍ତ ବୋଲି ତାଙ୍କର ନିକଟ ମହଲରୁ ଜଣା ପଡ଼ିଛି । ନୃସିଂହନାଥ ମନ୍ଦିର କୁ ପହଂଚିବା ପରେ କଂଗ୍ରେସ ର ପଦ୍ମପୁର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ଶ୍ରୀ ସତ୍ୟ ଭୂଷଣ ସାହୁ , ଶ୍ରୀ ମନୋଜ କୁମାର ତ୍ରିବେଦୀ , ଶ୍ରୀ ବିନୋଦ କୁମାର କାଳିଆ, ଶ୍ରୀ ଭଗବାନ ସାହୁ  , ମୁଜାଫର ହୁସେଇନ , ମନୋଜ ପ୍ରଧାନ , ପ୍ରତୀକ ତ୍ରିବେଦୀ , ସୁବ୍ରତ ସାହୁ , ଓ ଅନେକ କଂଗ୍ରେସ କର୍ମୀ ତାଙ୍କୁ ସ୍ବାଗତ କରିଥିଲେ  । ଏହାପରେ ଶ୍ରୀ ପଟ୍ଟନାୟକ ମହାପ୍ରଭୁ ଙ୍କର ଆଳତି ଦର୍ଶନ କରିବା ସହିତ ବିଧିବଦ୍ଧ ଭାବରେ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ଦଳୀୟ କର୍ମକର୍ତା ମାନଙ୍କର ସହିତ ଆଲୋଚନା ପରେ ସେ ବଲାଙ୍ଗୀର କୁ ଫେରି ଯାଇଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ 

 

0
0
0
s2sdefault