ହେଡଲାଇନସ୍:

ଧର୍ମଗଡ଼ ବିଜୁଜନତା ଦଳର କର୍ମୀ ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଧର୍ମଗଡ଼ ରୁ ସୁଶାନ୍ତ ରାଉତ : ଧର୍ମଗଡ଼ ବିଜୁଜନତା ଦଳର କର୍ମୀ ସମ୍ମିଳନୀ  ଜିଲ୍ଲା ସଭାପତି ତଥା କଳାହାଣ୍ଡି ଲୋକସଭା ପ୍ରାଥି ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ଅଧକ୍ଷତା ରେ ଆୟୋଜନ ହୋଇଥିଲା | ଏହି ସମ୍ମିଳନୀରେ  ବିଧାନସଭା କ୍ଷେତ୍ର ତଥା ଲୋକସଭା କ୍ଷେତ୍ରରେ କେମିତି ଲୋକଙ୍କ ନିକଟ ବର୍ତ୍ତି କେମିତି ହେବା ଲୋକଙ୍କୁ କେମିତି ନିଜ ଦଳ ର ସମସ୍ତ  ଯୋଜନା  ସମ୍ବନ୍ଧେ  ଅବଗତ କରାଇ ପାରିବା ସହ ତାଙ୍କ ଦଳ କୁ କେମିତି ଜିତାଇବା ପାଇଁ  ସତ ପ୍ରତିଶତ ପ୍ରୟାସ କରିବା  କୁ ମତ ରଖିଥିଲେ  ଓ ଧର୍ମଗଡ଼ ବିଧାନସଭା ର ନୂତନ ବିଧାୟକ ପ୍ରାଥି ଶ୍ରୀ ମହୁଷଧି ବାଗ ଙ୍କୁ ଧର୍ମଗଡ଼ ବିଜୁଜନତା ର ସମସ୍ତ କର୍ମକର୍ତ୍ତା  ଙ୍କ ସହିତ  ପରିଚୟ ଆଦାନ ପ୍ରଦାନ କରାଇଥିଲେ

 

0
0
0
s2sdefault