ହେଡଲାଇନସ୍:

ବିଜେପିକୁ ଇମେଲ ରେ ବାଇ ବାଇ କଲେ ବରିଷ୍ଠ ନେତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦଳ ଛାଡିଲେ ବିଜେପି ରାଜ୍ୟ ସ୍ୱାସ୍ଥ୍ୟ ପ୍ରକୋଷ୍ଠର ସଂଯୋଜକ

 କଂଗ୍ରେସରେ  ଯୋଗଦେବା ସମ୍ଭାବନା | 

ବରଗଡ :- ଆଜି ବରଗଡ ଜିଲ୍ଲାର ଜଣେ ଜଣାଶୁଣା ବ୍ୟକ୍ତି , ବିଜେପି ର ଜଣେ ଦମଦାର ନେତା ଡାକ୍ତର ରାମକୃଷ୍ଣ ପୁରୋହିତ ବିଜେପି ଦଳରୁ ତ୍ୟାଗପାତ୍ର ଦେଇ ଦଳକୁ ଟାଟା କରି ଦେଇଛନ୍ତି । ବିଜେପି ରାଜ୍ୟ ସ୍ୱାସ୍ଥ୍ୟ ପ୍ରକୋଷ୍ଠର ସଂଯୋଜକ ଶ୍ରୀ ପୁରୋହିତ ନିଜେ ମଧ୍ୟ ଜଣେ ଆଶାୟୀ ପ୍ରାର୍ଥୀ ଥିଲେ । ଆଜି ସେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଙ୍କୁ ଇମେଲ ରେ ନିଜର ତ୍ୟାଗପାତ୍ର ପ୍ରେରଣ କରିଛନ୍ତି । ତାଙ୍କର କଂଗ୍ରେସରେ ଯୋଗ ଦେବା ସମ୍ଭାବନା ରହିଛି | 

0
0
0
s2sdefault