ହେଡଲାଇନସ୍:

ରେଢ଼ାଖୋଲ ନଗର ବିଜେପି ଯୁବମୋର୍ଚ୍ଚାର ନୂତନ ଟିମ ଘୋଷଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

bharatiya janata party: Latest News, Videos and bharatiya janata party  Photos | Times of India

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ଆଜି ଭାରତୀୟ ଜନତା ଯୁବ ମୋର୍ଚ୍ଚା ରେଢ଼ାଖୋଲ ନଗର ସଭାପତି ଶ୍ରୀ ଅମର କୁମାର ସିଂ ଙ୍କ ନେତୃତ୍ବରେ ଏକ ବୈଠକରେ ନିଜର ଯୁବ ଟିମ୍ ଘୋଷଣା କରିଛନ୍ତି । ଉକ୍ତ ବୈଠକରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର , ଜିଲ୍ଲା ଉପସଭାପତି ବିଚିତ୍ରାନନ୍ଦ ସାହୁ , ସାଂସଦ ପ୍ରତିନିଧି ଶିବରାମ ସାହୁ, ନଗର ସଭାପତି ରାମାନୁଜ ମହାପାତ୍ର , ସାଧାରଣ ସଂପାଦକ ନରେନ୍ଦ୍ର ମଲ୍ଲିକ, ରାଜେନ୍ଦ୍ର ପ୍ରସାଦ ବୈଠାରୁଙ୍କ ଅନୁମୋଦନ କ୍ରମେ ସାଧାରଣ ସଂପାଦକ ଭାବେ - ଲିଙ୍କନ ପଣ୍ଡା ଓ ଗୋବିନ୍ଦ ଭିତିରିଆ , ଉପସଭାପତି ଭାବରେ ସୁନିଲ ରାଉତ , ହରେକୃଷ୍ଣ ପ୍ରଧାନ , କୁନା ପ୍ରଧାନ , ଉମେଶ ଭିତିରିଆ ଓ ଦେବପ୍ରସାଦ ଖଣ୍ଡଗିରି , ସଂପାଦକ ଭାବେ ପ୍ରଦୀପ ଦେହୁରୀ , ସୈାରଭ ପ୍ରଧାନ , ନିକାସ ପ୍ରଧାନ , ଲିପୁନ ପ୍ରଧାନ , ସଚିନ ପୃଷ୍ଟି , ପିଣ୍ଟୁ ସାହୁ , ମିଥୁନ ବେହେରା ଓ ଲଲାଟେନ୍ଦୁ ଶେଖର ବାଙ୍କ ଙ୍କୁ ମୋନନିତ କରାଯାଇଛି , କୋଷାଧ୍ୟକ୍ଷ ଭାବେ ଉଦୟ ପ୍ରତାପ ସିଂ ଦେ‌ଓ , ମିଡ଼ିଆ ସେଲ ଭାବେ ଅମିୟ ପ୍ରଧାନ ଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ ମହିଳା ମୋର୍ଚ୍ଚା ସଭାପତି ଭାବରେ କଳ୍ପନା ନାଏକ , ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଭାବରେ ସାହାବାଜ ଖାନ , ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଭାବରେ ବସନ୍ତ ବେହେରା ଙ୍କୁ ନଗର ସଭାପତି ଅମର କୁମାର ସିଂ ଘୋଷଣା କରିଛନ୍ତି ।

0
0
0
s2sdefault