ହେଡଲାଇନସ୍:

ଜନପ୍ରିୟ ନେତା ପ୍ରଦୀପ ମହାରଥୀଙ୍କ ସ୍ମୁତିରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ): ଓଡ଼ିଶା ମୋ ପରିବାର ତରଫରୁ ବିଶିଷ୍ଟ ରାଜନେତା ପ୍ରଦୀପ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି  ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ଓଡ଼ିଶା ମୋ ପରିବାର ସଦସ୍ୟ ଦୁର୍ଗା ସାମନ୍ତରାୟ, ସମୀର କୁମାର ପ୍ରଧାନ, ରୁଦ୍ର ସାମନ୍ତରାୟ, ବିଜୁ ଛାତ୍ର ଜନତା ସାଧାରଣ ସମ୍ପାଦକ ଜଗନ୍ ଜେନା, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ପପୁ ଲେଙ୍କା,  ଯୁବ ବିଜେଡ଼ି ନେତା ବାଣୀ କଲ୍ୟାଣ ମହାନ୍ତି, ଦୀପକ ସାମନ୍ତରାୟ, ପ୍ରକାଶ ଜେନା, ଲୋକେଶ କୁମାର, ସୂର୍ଯୟନାରାୟଣ ମହାନ୍ତି, ଅଶୋକ କୁମାର ନାୟକ, ସୌମ୍ୟ ରଞ୍ଜନ ପ୍ରଧାନ, ଛାତ୍ର ବିଜେଡ଼ି ଜିଲ୍ଲା ସଭାପତି ସୁବାସ ସାହୁ, ଛାତ୍ର ବିଜେଡ଼ି ସମ୍ପାଦକ ବବୁଲୁ ସାହୁ, ନୂତନ ଜେନା, ସାଗର ଜେନା, ଭାରତ ଚମ୍ପତିରାୟ, କ୍ଷୀରୋଦ ବଳିୟାର ସିଂ , ୱାର୍ଡ ସଭାପତି  ରମାକାନ୍ତ ଜେନା ଓ ଆୟୋଜକ ଜିଲ୍ଲା ବିଜେଡ଼ି ସମ୍ପାଦକ ସ୍ବାକ୍ଷର ମହାନ୍ତି ଙ୍କ ପରିଚାଳନାରେ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ୪୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି ବୋଲି ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି।

0
0
0
s2sdefault