- Hits: 1010
ଚବିଶି ଘଂଟାରେ ୬୩,୪୮୯ ଆକ୍ରାନ୍ତ, ଯାଇଛି ୯୪୪ ଜୀବନ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୩,୪୮୯ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୯୪୪ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୨୫,୮୯,୬୮୨ ହୋଇଥିବା ବେଳେ ସକ୍ରିୟ ଅଛନ୍ତି ...












