- Hits: 824
ସାହିତ୍ୟରେ ବିତର୍କର ଯଥେଷ୍ଟ ଗୁରୁତ୍ୱ ରହିଛି
ଭୁବନେଶ୍ୱର ସାହିତ୍ୟ ସମାଜ ଅଧିବେଶନ ଭୁବନେଶ୍ୱର : ସାହିତ୍ୟରେ ବିତର୍କର ଯଥେଷ୍ଟ ଗୁରୁତ୍ୱ ରହିଛିା ବିତର୍କ ସୃଜନଶୀଳ ଲେଖକକୁ ପଥ ଦେଖାଏା ବିତର୍କ ବଳରେ ଜଣେ ଲେଖକ ଅଧିକ ପରିପୁଷ୍ଟ ଓ ଉତ୍ସାହିତ ହୋଇଥାଏ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର...
ଭୁବନେଶ୍ୱର ସାହିତ୍ୟ ସମାଜ ଅଧିବେଶନ ଭୁବନେଶ୍ୱର : ସାହିତ୍ୟରେ ବିତର୍କର ଯଥେଷ୍ଟ ଗୁରୁତ୍ୱ ରହିଛିା ବିତର୍କ ସୃଜନଶୀଳ ଲେଖକକୁ ପଥ ଦେଖାଏା ବିତର୍କ ବଳରେ ଜଣେ ଲେଖକ ଅଧିକ ପରିପୁଷ୍ଟ ଓ ଉତ୍ସାହିତ ହୋଇଥାଏ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର...
ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଧଉରାମୁଣ୍ଡା ଜଗନ୍ନାଥ ମନ୍ଦିର ପରିସରରେ ଷୋହଲ ପ୍ରହରି ବିଶ୍ୱଶାନ୍ତ ହରି ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସୋମବାର ସକାଳେ ପଣ୍ଡିତ ବିଜୟ କୁମାର ହୋତା ଓ ଖୁସିରାମ ତ୍ରିପାଠିଙ୍କ...
ବୌଦ୍ଧ(ସୁମନ ନାଏକ) ; ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବୁରୁବୁଡା ସ୍ଥିତ ବାବା ଗୁପ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସୋମବାର ପୁଜ୍ୟ ଗୁରୁ ତଥା ଅଂଚଳର ବରିଷ୍ଠ ଶିକ୍ଷାବିତ ରଘୁନାଥ ଦେହୁରୀଙ୍କ ସଭାପତିତ୍ୱରେ ଏକ ସଂମ୍ବର୍ଦ୍ଧନା ସଭା ଅନୁଷ୍ଠିତ ...
କଳସ ଯାତ୍ରାରେ ଭାଗନେଲେ ୫ଶହ ମହିଳା ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ଗାୟତ୍ରୀ ମନ୍ତ୍ର ଜପ ଓ ଯଜ୍ଞମୟ ଜିବନ ଯାପନ ଦ୍ୱାରା ମନୁଷ୍ୟର ଅନ୍ତଃ କରଣରେ ଆଧ୍ୟାତ୍ମିକ ଭାବ ଜାଗ୍ରତ କରିବା ଉଦ୍ଦେଶ୍ୟ ନେଇ ଗାୟତ୍ରୀ ପରିବାର ଟ୍ରଷ୍ଟ ଓଡଗାଁ...
ଗାଇସିଲେଟ/ କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମ ପଞ୍ଚାୟତସ୍ଥ ଖୁଣ୍ଟପାଲି ଗ୍ରାମରେ ଏକ ଦିବସୀୟ ସୁନ୍ଦରାକାଣ୍ଡ ପରାୟଣ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ସୋନପୁର ଜିଲ୍ଲାର ପଶ୍ଚିମ...