ନିଲମ୍ବନ ସହ କାର୍ଯ୍ୟାନୁଷ୍ଠାନ ଦାବିରେ ଦାବି କଲା ବିଜେପି ମହିଳା ମୋର୍ଚା ବରଗଡ :- ପାଇକମାଲ ସରପଞ୍ଚ ଙ୍କର ବିରୋଧ ରେ ହେଇଥିବା ଅଭିଯୋଗର ନିରପେକ୍ଷ ତଦନ୍ତ ଓ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ତଦନ୍ତ ନସରିବା ପର୍ଯନ୍ତ ଅରୋପୀ...
ନିଲମ୍ବନ ସହ କାର୍ଯ୍ୟାନୁଷ୍ଠାନ ଦାବିରେ ଦାବି କଲା ବିଜେପି ମହିଳା ମୋର୍ଚା ବରଗଡ :- ପାଇକମାଲ ସରପଞ୍ଚ ଙ୍କର ବିରୋଧ ରେ ହେଇଥିବା ଅଭିଯୋଗର ନିରପେକ୍ଷ ତଦନ୍ତ ଓ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ତଦନ୍ତ ନସରିବା ପର୍ଯନ୍ତ ଅରୋପୀ...
ଭୁବନେଶ୍ୱର - ପୋଲିସ ଏବେ ସରକାରୀ ଗୁଣ୍ଡା ଭାବରେ ଆତଙ୍କ ଚଲାଇଛି । ଏପରିକି ପୁରୁଷ ଏବଂ ମହିଳା ମାନଙ୍କ ଭିତରେ ପ୍ରଭେଦ ବି ଜାଣିପାରୁନାହାଁନ୍ତି ପୋଲିସ ଅଧିକାରୀ । ବେବିନାକୁ ନ୍ୟାୟ ଦେବା ଦାବି ନେଇ ମହିଳା ମାନେ ବିକ୍ଷୋଭ କରୁଥିବା...
ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି l ବନଖଣ୍ଡର ବଡ଼ବାହାଳ ରେଞ୍ଜ୍ ତ୍ରିବଣପୁର ପଞ୍ଚାୟତ ଅନ୍ତର୍ଗତ ରାହାଣ ଗ୍ରାମର ବନ୍ଧଲୀ ସାହିରେ ଏକ...
ବାରିପଦା(ଦିଲ୍ଲୀପ ମହାନ୍ତି) : ବାରିପଦା ସଦର ଥାନା ଅଧୀନ ବାଉରା ଗ୍ରାମର ଜଣେ ୧୧ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ବାରିପଦା ସଦର ଏସଆଇ ଯୋଗେଶ ବଢେ଼ଇଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢାÿଉ କରି ସନେ୍ଦହରେ...
ରାଣୀ ଅନ୍ନପୂର୍ଣ୍ଣା ବାଳିକା ହାଇସ୍କୁଲର ଜମି ହଡ଼ପ ଉଦ୍ୟମ ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ସ୍ଥିତ ଏକମାତ୍ର ସର୍ବ ପୁରାତନ ରାଣୀ ଅନ୍ନପୁର୍ଣ୍ଣା ସରକାରୀ ବାଳିକା ହାଇସ୍କୁଲର ଜମିକୁ ଏକ...