ହେଡଲାଇନସ୍:

 ଡ଼େଟଲ ପିଇ ବନ ବିଭଗ କନିଷ୍ଠ କିରାଣି ଙ୍କ ମୃତ୍ୟୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ 

ରେଢ଼ାଖୋଲ ବନ ବିଭାଗରେ କାର୍ଯ୍ୟ ରତ କନିଷ୍ଠ କିରାଣି ସୋମ ଶେଖର କୁସୁମ(33) ମଙ୍ଗଳବାର ରାତିରେ ସାଢେ 9ଟା ବେଳେ ମୃତ୍ୟୁ ଘଟିଛି l କୌଣସି କାରଣ କୁ ନେଇ ସେ ଘରେ ଥିବା ଏକ ଡ଼େଟଲ କୁ ପିଇ ଗୁରୁତର ହୋଇପଡ଼ିଥିଲେ ପରିବାର ଲୋକେ ଚିକିସ୍ଛା ପାଇଁ ରେଢ଼ାଖୋଲ ଡ଼ାକ୍ତରଖାନାରେ ଭର୍ତ୍ତିକରଥିଲେ l ହେଲେ ଚିକିସ୍ଛା ଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା l ପୁଲିସ ମୃତଦେହ କୁ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ l ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି l ମୃତ ସୋମ ଶେଖରଙ୍କ ଘର କୁଚିଣ୍ଡାର ମହୁଲପାଲି ଗ୍ରାମରେ l ସେ 2013 ରୁ ରେଢ଼ାଖୋଲ ବନ ବିଭାଗ କାର୍ଯ୍ୟାଳୟ ରେ କନିଷ୍ଠ କିରାଣି ଭାବେ କାର୍ଯ୍ୟ କରିଥିଲେ l ତାଙ୍କ ସ୍ତ୍ରୀ,9ବର୍ଷ ର ଝୀଅ ଓ 3ବର୍ଷର ପୁଅ ଅଛନ୍ତି l

 

0
0
0
s2sdefault