ବରଗଡ଼-ବରଗଡ଼ ରୁ ବଲାଙ୍ଗୀର ଯାଉଥିବା କୁମୁଦିନି ବସ ଜିରା ନଦୀ ବ୍ରିଜ ପାଖରେ ବର୍ଷା ହେବାରୁ ଲଗେଜ ବର୍ଷାରେ ଭିଜି ଯିବ ଭାବି ବସ ର ହେଲ୍ପର ତାଳପତ୍ରି ବସ ଉପରେ ବାନ୍ଧୁଥିବା ବେଳେ ବ୍ରଜଘାତ(ଚଡକ) ମାରିବାରୁ ଘଟଣା ସ୍ଥଳରେ ମୄତ୍ୟୁ ବରଣ କରିଛନ୍ତି । ମୁତ୍ୟୁ ବରଣ କରିଥିବା ହେଲ୍ପରଙ୍କ ନାମ ସାନ୍ତୁନୁ ଠାକୁର।ପୋଲିସ ଘଟଣା ସ୍ଥଳ ରେ ପହଁଚି ଶବକୁ ଜବତ କରି ଡାକ୍ତରୀ ମଇନାପାଇଁ ସରକାରୀ ବଡ଼ ଡାକ୍ତରଖାନା କୁ ପଠାଇଛନ୍ତି ।
ଅଘଟଣ
ଯାତ୍ରୀଙ୍କ ଲଗେଜ ସୁରକ୍ଷିତ ରଖିବାଉ ଯାଇ ଜୀବନ ଗଲା : ବଜ୍ରାଘାତରେ ହେଲ୍ପର ମୄତ ।
- Hits: 3180