ହେଡଲାଇନସ୍:

ଅଂଚଳ ମହାବିଦ୍ୟାଳୟରେ ଶୋକସଭା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପଦ୍ମପୁର- ନୀଳ ଦୀପ :-ଅଂଚଳ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତଃ ଗୋପାଳ ମହାପାତ୍ରଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଟିତ ହୋଇଥିଲା । ଅଂଚଳ ମହାବିଦ୍ୟାଳୟ ସଭା ପ୍ରକୋଷ୍ଠରେ  ଆୟୋଜିତ ଏହି ସଭାରେ ଅଧ୍ୟକ୍ଷ ଡ. ଲଳାତେନ୍ଦୁ ନାଏକ ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତି ଚାରଣ କରିଥିଲେ । ପରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ସ୍ୱର୍ଗତ ମହାପାତ୍ରଙ୍କ ଅମର ଅତ୍ମାର ସତ୍ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାଥନା କରିଥିଲେ । ପ୍ରକାଶ ପାଉକି ସ୍ୱର୍ଗତ ପ୍ରଫେସର ମହାପାତ୍ର ୧୯୯୮ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଅଂଚଳ କଲେଜର ଅଧ୍ୟକ୍ଷ ପଦ ମଣ୍ଡିନ କରିଥିଲେ ।

0
0
0
s2sdefault