ହେଡଲାଇନସ୍:

ପଦ୍ମପୁର ସହରରେ ନୂତନ ସାହି ମୈତ୍ରୀ ନଗର ନାମରେ ନାମିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର-ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପଦ୍ମପୁର ସହରର ବସନା ରୋଡ଼ ନିକଟରେ ଅବସ୍ଥିତ ସତାଧିକ ପରିବାର ବରିଷ୍ଠ ନାଗରିକ ମାନଙ୍କ ପ୍ରସ୍ତାବିତ ଓ ସର୍ବସମ୍ମତି ପରେ ଏହି ସାହିକୁ ଆଜି "ମୈତ୍ରୀ ନଗର" ନାମରେ ନାମକରଣ କରିଛନ୍ତି । ଏହି ନାମକରଣ ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ,ରଙ୍ଗୋଲି,ସଙ୍ଗୀତ, ନୄତ୍ୟ ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, କୄତି ମାନଙ୍କୁ ପୁରସ୍କୃତ କରାଯାଇଥିଲା । କୁନି କୁନି ପିଲାଙ୍କ ଦ୍ବାରା ନାଟ୍ୟକାର ଅନ୍ନଦା ସରାଫଙ୍କ ରଚିତ ଓ ନିର୍ଦ୍ଦେଶିତ " ଚା ଦୋକାନରେ ରାମଲିଲା " ପରିବେଷଣ ହୋଇଥିଲା ।

0
0
0
s2sdefault