ହେଡଲାଇନସ୍:

ସମୟ ସ୍ରୋତରେ  ସଂସ୍କୃତି ଓ ପରମ୍ପରା ହିଁ ଗୋଟିଏ ଜାତିର ବୈଶିଷ୍ଟ୍ୟ ତାର ଇତିହାସ ହିଁ ସାମ୍ପ୍ରତିକ ପରିସ୍ଥିତିର ବାସ୍ତବ ଚିତ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :   ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ଏକ ଭର୍ଚୁଆଲ୍  ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ପ୍ରଗତି ମହିଳା ସଙ୍ଗଠନର ସମ୍ପାଦିକା ତନୁଜା ଶତପଥୀଙ୍କ ଅଧ୍ୟକ୍ଷତାରେ ଏବଂ ଅନୁଷ୍ଠାନର ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । 

ସଂସ୍କୃତି ଓ ପରମ୍ପରା ଯେତେ ପୁରୁଣା ହେଲେ ମଧ୍ୟ ତାହା ଜନଜୀବନକୁ ଯୁଗ ଯୁଗ ଧରି ପ୍ରେରଣା ସଂହତି,ସଦ୍ଭାବ ଏବଂ ସଂସ୍କାର ଶିକ୍ଷା ଦେଇ ଆସୁଛି କହିଥିଲେ। ଆଲୋଚନାରେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଭାଗବତ ପାଢୀ , ଡ଼ି. ପ୍ରିୟଙ୍କା , କଳ୍ପନା ପଟ୍ଟନାୟକ , ରାଜେଶ୍ୱରୀ ସ୍ୱାଇଁ , ବିଷ୍ଣୁପ୍ରିୟା ମଣ୍ଡଳ , ପ୍ରଫୁଲ୍ଲ ବେବର୍ତ୍ତା , ମମତା ପାଢ଼ୀ , ଡ଼ାକ୍ତର ମୂର୍ମୁ ,ଶଗୀତାଞ୍ଜଳି ଜେନା (ସିମିଳିଗୁଡ଼ା), ପ୍ରେମାନନ୍ଦ ପଟନାୟକ ପ୍ରଭୃତି ଯୋଗଦାନ କରି ନିଜ ନିଜର ମନ୍ତବ୍ୟ ରଖିଥିଲେ।

 

 

 

 

0
0
0
s2sdefault