ହେଡଲାଇନସ୍:

କାର ଦୁର୍ଘଟଣା ରେ ଜଣେ ଆହତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ପଦ୍ମପୁର ରୁ ପାଇକମାଲ ମଝିରେ ମଲଦା ନିକଟରେ ଆଜି ଏକ  ଟାଟା ସଫାରି ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଛି । ପ୍ରାପ୍ତ ସୂଚନା ଅନୁସାରେ UP14BK 8461 ଗଡ଼ିଟି ଭିଳାଇ ରୁ ପଦ୍ମପୁର ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିଲା ଫଳରେ ଚାଳକ ଆହତ ହୋଇଥିବା ଜଣା ପଡ଼ିଛି । ଗ୍ରାମବାସୀ ଙ୍କର ସହଯୋଗ ରେ ଗାଡିକୁ ସିଧା କରାଯାଇଥିବା ବେଳେ ଆହତ ଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ପଦ୍ମପୁର କୁ ପଠେଇ ଦିଆଯାଇଛି । ପାଇକମାଲ ପୋଲିସ ଘଟଣା ସ୍ଥଳକୁ ପହଂଛି ତଦନ୍ତ କରୁଥିବା ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ସୂଚନା ଦେଇଛନ୍ତି ।

0
0
0
s2sdefault