ହେଡଲାଇନସ୍:

କଣ୍ଟାବାଞ୍ଜିରେ ବିଜେଡ଼ି ପକ୍ଷରୁ ବିଜୁବାବୁଙ୍କ୧୦୫ତମ ଜନ୍ମ ଜୟନ୍ତୀ ପାଳନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଣ୍ଟାବାଞ୍ଜି:(ଚୁଡାମଣି ସୁନା) କଣ୍ଟାବାଞ୍ଜି ଠାରେ ବିଜେଡ଼ି ପକ୍ଷରୁ ବିଜୁବାବୁଙ୍କ ୧୦୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।ଅଜୟ ଦାସଙ୍କ ନେତୃତ୍ୱ ପ୍ରଥମେ ବିଜୁବାବୁଙ୍କ ପ୍ରତିମୃତ୍ତି ରେ ପୁଷ୍ପମାଲ୍ୟ  ଅର୍ପଣ କରା ଯାଇଥିଲା | ଏ ଉପଲକ୍ଷେ ଆୟୋଜିତ ସଭାରେ   ବିଜୁବାବୁଙ୍କ ସଚ୍ଚୋଟ ଏବଂ ସରଳ ଚିନ୍ତା ଧାରା ଉପରେ ବିଶ୍ୱାସ ରଖି ମହତ କାର୍ଯ୍ୟ କରିବାକୁ ଜନସାଧାରଣ ଙ୍କୁ ଅଜୟ ଦାସ ଉଦବୋଧନ ଦେଇଥିଲେ। ଏହି ଜନ୍ମ ଜୟନ୍ତୀ ରେ ବହୁସଂଖ୍ୟାରେ  ବିଜେଡି କର୍ମୀ ଉପସ୍ଥିତ ରହିଥିଲେ। 

0
0
0
s2sdefault