ହେଡଲାଇନସ୍:

ପଶ୍ଚିମ ଓଡ଼ିଶାରେ ଶିଳ୍ପାୟନ ର ପ୍ରଭାବ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ସ୍ୱ।ଧିନତା ସଂଗ୍ରାମୀ ନୄସିଂହ ଗୁରୁ ସୄତି ସମିତି ସମ୍ବଲପୁର ପକ୍ଷରୁ ପଶ୍ଚିମ ଓଡ଼ିଶାରେ ଶିଳ୍ପାୟନ ର ପରିବେଶ ଉପରେ ପ୍ରଭାବ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ବିଗତ ୧୫ ବର୍ଷ ମଧ୍ୟରେ ସମଗ୍ର ପଶ୍ଚିମ ଓଡ଼ିଶାରେ ଦୄତ ଗତିରେ ଶିଳ୍ପାୟନ ବଡି ଚାଲିଥିବା ବେଲେ ତାର ପ୍ରଭାବ ମଧ୍ୟ ପରିବେଶ ଉପରେ ବିଶେଷ ଭାବରେ  ପଡିଛି । ଏଣୁ ପରିବେଶ ସୁରକ୍ଷା ସହ ଶିଳ୍ପାୟନ ର ସନ୍ତୁଲନ ରକ୍ଷା କରିବା ପାଇଁ ସରକାରୀ ତଥା ବେସରକାରୀ ସ୍ତରରେ ଉଦ୍ୟମ ର ଆବଶ୍ୟକତା ରହିଛି ବୋଲି ଏହି ଆଲୋଚନା ଚକ୍ରରେ ମତପ୍ରକାଶ ପାଇଥିଲା । ଏହି ଆଲୋଚନା ଚକ୍ରରେ ନୄସିଂହ ଗୁରୁ ସୄତି ସମିତି ର ସଭ୍ୟ ସଭ୍ୟା ମାନଙ୍କ ସହ ବହୁ ବିଷିଷ୍ଠ ଶିକ୍ଷାବିତ,ପରିବେଶବିତ,ରାଜନେତା, ସାମାଜିକ କର୍ମୀ ମାନେ ଆଳୋଚନା ରେ ଭାଗ ନେଇଥିଲେ ।

0
0
0
s2sdefault