ହେଡଲାଇନସ୍:

ସମ୍ବଲପୁରରେ ଟୁରିଷ୍ଟ ବସ ସେବା ଆରମ୍ଭ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ରାଜ୍ୟ ପର୍ଯ୍ୟଟନ ବିଭାଗ ପର୍ଯ୍ୟଟକମାନଙ୍କୁ ସମ୍ବଲପୁର ଓ ଆଖପାଖ ଅଞ୍ଚଳର ଧାର୍ମିକ ଓ ଦର୍ଶନୀୟ ସ୍ଥଳୀ ବୁଲାଇବା ପାଇଁ ଏକ ଦିନିକିଆ ଟୁର ପ୍ୟାକେଜ ବ୍ୟବସ୍ଥା କରିଛନ୍ତି। ଆଜିଠାରୁ ପ୍ରତି ରବିବାର ସମ୍ବଲପୁର ପାନ୍ଥନିବାସରୁ ଏକ ଟୁରିଷ୍ଟ ବସ ବାହାରିବ। ଏହି ବସ ପର୍ଯ୍ୟଟକମାନଙ୍କୁ ହୀରାକୁଦ ବନ୍ଧ, ରାଇଟ ଡାଇକ, ଡେବ୍ରିଗଡ଼ ଅଭୟାରଣ୍ୟ ଓ ଘଣ୍ଟେଶ୍ୱରୀ ଦର୍ଶନ କରାଇ ପୁଣି ପାନ୍ଥନିବାସକୁ ଫେରି ଆସିବ। ଏଥି ପାଇଁ ଜଣ ପିଛା ୨୮୦ ଟଙ୍କା ଦେବାକୁ ପଡ଼ିବ।   

0
0
0
s2sdefault