ହେଡଲାଇନସ୍:

କିସ ବିିଶ୍ବବିିଦ୍ୟାଳୟ ତରଫରୁ ଛାତ୍ରଛାତ୍ରୀଙ୍କୁ ୪ର୍ଥ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ଓ ଟି ସାର୍ଟ ବଣ୍ଟନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଆଜିି ଝାରସୁଗୁଡା ଉପକଣ୍ଠ ପୈାର ପରିିଷଦ,ଓ୍ବାଡ ନଂ ୧୪ ବଢେଇମୁଣ୍ଡା(ରଙ୍ଗିଆପଡା) ଠାରେ କିିସ୍ ବିିଶ୍ବବିିଦ୍ୟାଳୟ ତରଫରୁ ୨ୟ-ଶ୍ରେଣୀ ଠୁ-+୩ ପର୍ଯ୍ୟନ୍ତ ଲଖନପୁର ଓ ଝାରସୁଗୁଡା ବ୍ଳକର ପଢୁଥିବା ୫୪ ଛାତ୍ରଛାତ୍ରୀଙ୍କୁ ଚତୁର୍ଥ ପ୍ରଯl ୟ - ଶୁଖିଲା ଚୁଡା,ଚିିନିି,ଡାଳିି,ସାବୁନ ,ବିିସ୍କୃଟ ଓ ଟି ସାର୍ଟ ବଣ୍ଟନ କରାଯାଇଥିଲା। ଏହିି ଅବସରରେ ଅନେକ ସାମାଜିିକ ସଂଗଠନର କର୍ମକର୍ତା ଉପସ୍ଥିତ ରହିି- ଅଚ୍ୟୁତ ସାମନ୍ତଙ୍କ ପ୍ରୟାସକୁ ଭୁରିି ଭୁରିି ପ୍ରଶଂସା କରିିଥିଲେ ଓ ଏପରିି ମାହାମାରୀ ସମୟରେ ଯେତେବେଳେ ସମସ୍ତ ସ୍କୁଲ-କଲେଜ ବନ୍ଦ ଅଛିି,ସବୁ ଛାତ୍ରଛାତ୍ରୀ ଘରେଅଛନ୍ତିି। ଏପରିି କଠିନ ସମୟରେ କିିସ୍ ର ପ୍ରତିିଷ୍ଠାତା ଶ୍ରୀ ସାମନ୍ତ ଗରିିବ ଆଦିିବାସୀ ଛୁଆଙ୍କ ଘରକୁ ବହିିଖାତା,ଖାଇବା ଜିିନିିଷ ତଥା ପିନ୍ଧିବା ପାଇଁ ଟି ସାର୍ଟ ଯୋଗାଇଥିବାରୁ ସମସ୍ତେ ଏକ ସ୍ବରରେ ଧନ୍ୟବାଦ ଜଣାଇଥିଲେ। ଏହିି ସମୟରେ ରତ୍ନାକର ପ୍ରଧାନ, ପ୍ରଭାକର ଓରାମ, ଭଗବାନ ଡଣ୍ଡସନା, ଚଇନୁ କିିଶାନ, ରଜନୀ ପ୍ରଧାନ, ମାଧୁରୀ ପ୍ରଧାନ, ମନୋରଞ୍ଜନ ପ୍ରଧାନ, ଦେବକୀ ପ୍ରଧାନ, ନିିରଞ୍ଜନ ଡଣ୍ଡସନା ଓ ନିିରଞ୍ଜନ ପ୍ରଧାନ ତଥl ଜ଼ିଲ୍ଲା ପ୍ରଶାସନର ପ୍ରତିନିଧି  ଉପସ୍ଥିତ ଥିଲେ।

0
0
0
s2sdefault