ହେଡଲାଇନସ୍:

ମଦୁଆଙ୍କ ପାଇଁ ଖୁସି ଖବର : ମଦ ଦୋକାନ ଖୋଲା ସମୟ ବଢ଼ିଲା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :  ମଦ ଦୋକାନ ଆଗରେ ମଦୁଆଙ୍କ ଭିଡ କମେଇବାକୁ ସରକାର ଦୋକାନ ଖୋଲା ସମୟ ବୃଦ୍ଧି କରଛନ୍ତି | ଏଣିକି ମଦ ଦୋକାନ ଆସନ୍ତା କାଲି ଠାରୁ ସକାଳ ୧୦ଟା ୩୦ରୁ ରାତି ୧୦ଟା ୨୦ ପର୍ଯ୍ୟନ୍ତ ଖୋଲିବା ମଦ ଦୋକାନ | ଏହା ସବୁବର୍ଗର ଠିପିବନ୍ଦ ଓ ଠିପି ଖୋଲା ପାଇଁ ଲାଗୁ | ଅବକାରୀ ବିଭାଗର ଏହି ପଦକ୍ଷେପ ଦ୍ୱାରା ମଦ ଦୋକାନ ଆଗରେ ଭିଡ କମାଯାଇପାରିବ ବୋଲି ବିଭାଗ ଆଶାବ୍ୟକ୍ତ କରିଛି | ହେଲେ ମଦ୍ୟପ ମାନେ ବା ମଦ ନେବାକୁ ଆସୁଥିବା ବ୍ୟକ୍ତିମାନେ ଆଉ ଦୋକାନୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ | 

0
0
0
s2sdefault