ହେଡଲାଇନସ୍:

ପଦରୁ ନିଲମ୍ବିତ ହେଲେ ସରପଞ୍ଚ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ପଞ୍ଚାୟତ ର ସରପଞ୍ଚ ନିରୂପମା ସିଂହ ଙ୍କୁ ବରଗଡ଼ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ନିଲମ୍ବିତ କରିଛନ୍ତି । ଜିଲ୍ଲାପାଳଙ୍କ ଚିଠି ନମ୍ବର 696/GP Dt 4/09/2020 ଅନୁସାରେ ସରପଞ୍ଚ ନିରୂପମା ସିଂହ ଙ୍କୁ ଧାରା 115 ର ଉପଧାର 2 ,OPG ଆକ୍ଟ 1964 ଆଧାରରେ ନିଲମ୍ବିତ କରାଯାଇଛି ।ଏହି ନିଲମ୍ବନ ଆଦେଶ ତୁରନ୍ତ କାର୍ଯକାରୀ ହେବ । ନାୟବ ସରପଞ୍ଚ ଶ୍ରୀ ଶଶୀ ବଂଛୋର ଙ୍କୁ ତୁରନ୍ତ ପଦଭାର ଗ୍ରହଣ କରିବା ପାଇଁ ଅଦେଶ ଦିଆ ଯାଇଛି ।ଜିଲ୍ଲାପାଳଙ୍କ ଙ୍କର ଏହି ଅଦେଶ ପଦ୍ମପୁର ଉପଜିଲ୍ଲାପାଳ ,  ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ପିଡ଼ି ବରଗଡ଼ ଙ୍କୁ ଚିଠି ମାଧ୍ୟମରେ ଜଣେଇ ଦିଆଯାଇଛି ।

0
0
0
s2sdefault