-
ଆଜି ୯ ଜିଲ୍ଲାରୁ ଆକ୍ରାନ୍ତ ତିନି ଅଙ୍କରେ
-
କେବଳ ୧୧ ଜିଲ୍ଲାରୁ ଆକ୍ରାନ୍ତ ୨୪୦୦ ଉପରେ
-
ଖୋର୍ଦ୍ଧାରେ ସାତଶହ ଉପରେ , କଟକରୁ ଚାରି ଶହ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ସବୁ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୨୧୯ ଜଣ କରୋନା ପଜିଟିଭ | ଆଜି ରାଜ୍ୟରେ ୩୨୧୯ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୭୮୦ ରେ ପହଂଚିଛି | ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୯୩୧ ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ବାହାରୁ ଚିହ୍ନଟ ହୋଇଛନ୍ତି ୧୨୮୮ ଜଣ | ଫଳରେ ରାଜ୍ୟରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୪୪୩ ରେ ପହଂଚିଛି | ଏଯାବତ ସୁସ୍ଥ ହେଲେଣି ୮୦୭୭୦ ଜଣ | ଗତକାଲି ରାଜ୍ୟରେ ସୁସ୍ଥ ହୋଇଥିଲେ ୩୪୮୪ ଜଣ | ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୩୧ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ୧୯୪, ବରଗଡ ୧୮୫, କଟକ ୪୦୦, ଗଂଜାମ ୧୬୯, ଯାଜପୁର ୧୧୭, କେନ୍ଦୁଝର ୧୦୨, ମୟୁରଭଞ୍ଜ ୧୩୭, ପୁରୀ ୨୧୭ ଜଣ ଚିହ୍ନଟ ହୋଇଛନ୍ତି
Covid-19 Report For 1st September
New Positives Cases: 3219
In quarantine: 1931
Local contacts: 1288
New Recoveries: 3484
Cumulative Tested: 1891099
Positive: 109780
Recovered: 80770
Active Cases: 28443
District Wise Cases
1. Angul: 66
2. Balasore: 194
3. Bargarh: 185
4. Bhadrak: 87
5. Balangir: 10
6. Boudh: 36
7. Cuttack: 400
8. Dhenkanal: 37
9. Gajapati: 27
10. Ganjam: 169
11. Jagatsinghpur: 60
12. Jajpur: 117
13. Jharsuguda: 60
14. Kalahandi: 37
15. Kandhamal: 32
16. Kendrapada: 57
17. Keonjhar: 102
18. Khurda: 731
19. Koraput: 90
20. Malkangiri: 13
21. Mayurbhanj: 137
22. Nawarangpur: 55
23. Nayagarh: 62
24. Nuapada: 49
25. Puri: 217
26. Rayagada: 25
27. Sambalpur: 78
28. Sonepur: 26
29. Sundargarh: 60