ହେଡଲାଇନସ୍:

ଗଣପରବ ନୂଆଁଖାଇ ଉଧେ ସବକେ ଅଭିନନ୍ଦନ ଆର ଶୁଭେଛ୍ଛା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଶ୍ଚିମ ଓଡ଼ିଶାରେ ଗଣପରବ ନୂଆଁଖାଇ ଉଧେ ସବକେ ଅଭିନନ୍ଦନ ଆର ଶୁଭେଛ୍ଛା । ନୂଆଁଖାଇ ତିହାର ପଶ୍ଚିମ ଓଡ଼ିଶାର ବଡ଼ଖା ତିହାର । ଇ ବଛର କରୋନା ଲାଗି ସରକାର ନୂଆଁଖାଇ ତିହାର ଉପରେ ଟିକେ କଟକଣା ଲଗାଇ ଥିଲେଭି କରୋନା ନୂଆଁଖାଇ ତିହାର କେ ଫିକା ପକାଇ ନାଇ ପାରେ । ମାଁ ସମଲେଶ୍ବରୀ ଠାନେ ଆମର ଏତକି ବିନତି ସଭେ ହସିଖୁସି ରହୁନ ।

"ଶାସକ ପ୍ରଶାସକ" ଆର "କଳିଙ୍ଗ ଭଏସ" ପରିବାର ତରଫୁ ସବୁ ପାଠକ ପାଠିକା, ଶୁଭେଛୁ ମାନକୁ ନୂଆଁଖାଇ ଜୁହାର ।

 

 

 

0
0
0
s2sdefault