ହେଡଲାଇନସ୍:

ଆଜି ୫୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସାରାଦେଶରେ ଆଜି କାରଣ  ୫୨,୧୨୩/ ୭୭୫ 

ନୂଆଦିଲ୍ଲୀ (ଏସପିବି) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୨,୧୨୩ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୭୭୫ ଜଣଙ୍କ ମୃତ୍ୟୁ ହୋଇଛି |  ଲଗାତାର ଦ୍ଵିତୀୟ ଦିନ ପାଇଁ ଦେଶରେ ୫ଲକ୍ଷରୁ ଅଧିକ କୋଭିଡ ନମୁନା ପରୀକ୍ଷା କରାଯାଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୫ ,୮୩ ,୭୯୨  ହୋଇଥିବା ବେଳେ ସକ୍ରିୟ ଅଛନ୍ତି ୫,୨୮,୨୪୨  ଜଣ | ଏ ଯାବତ ଦେଶରେ ୧୦,୨୦,୫୮୨  ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ମୃତ୍ୟୁ ସଂଖ୍ୟା ୩୪,୯୬୮  ରେ ପହଂଚିଛି | 

ତଥ୍ୟ ଅନୁଯାୟୀ ,ଗତକାଲି  ସାରା ଦେଶରେ ୪,୦୮,୮୫୫ ନମୁନା ପରୀକ୍ଷା  ହୋଇଛି | ଏ ଯାବତ ସାରା ଦେଶରେ ୧,୮୧,୯୦,୩୮୨  ନମୁନା ପରୀକ୍ଷା ହେଲାଣି | 

0
0
0
s2sdefault