ହେଡଲାଇନସ୍:

ଆଜି ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଲେ ୮୬୪  ଜଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ୮୬୪ ଜଣ | ଫଳରେ ରାଜ୍ୟରେ କରୋନାରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି ମୋଟ ୧୬୭୯୨  ଜଣ | ଆଜି ସର୍ବାଧିକ ସୁସ୍ଥ ହୋଇଛନ୍ତି ୪୩୨  ଜଣ ଗଂଜାମ ଜିଲ୍ଲାରୁ | ସେହିପରି ୧୩୭ଜଣ ରାୟଗଡା, ୩୧ଜଣ ବରଗଡ, ୨୮ଜଣ ଖୋର୍ଦ୍ଧା, ୨୬ଜଣ ଲେଖାଏ କଟକ ଓ କେନ୍ଦୁଝର, ୨୩ଜଣ ଭଦ୍ରକ, ୨୨ଜଣ  ମୟୁରଭଞ୍ଜ, ୧୯ଜଣ ଯାଜପୁରରୁ, ୧୫ଜଣ କନ୍ଧମାଳରୁ, ୧୪ଜଣ ଲେଖାଏ ଗଜପତି ଓ ସମ୍ବଲପୁରରୁ, ୧୨ଜଣ  ଜଗତସିଂହପୁରରୁ, ୧୦ଜଣ ଲେଖାଏ  ଢେଙ୍କାନାଳ ଓ ସୁନ୍ଦେରଗଡରୁ, ୭ଜଣ ନୟାଗଡରୁ, ୬ଜଣ ଲେଖାଏ  ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ମାଲକାନଗିରିରୁ, ୫ଜଣ ଲେଖାଏ ଝାରସୁଗୁଡା ଓ କୋରାପୁଟରୁ, ୪ଜଣ ବଲାଙ୍ଗୀରରୁ, ୩ଜଣ ପୁରୀରୁ, ୨ଜଣ  ବୌଦ୍ଧରୁ, ସର୍ବୋପରି ସୋନପୁରରୁ ଜଣେ ସୁସ୍ଥ ହୋଇଛନ୍ତି | 

0
0
0
s2sdefault