ହେଡଲାଇନସ୍:

ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ଚିହ୍ନଟ ହୋଇଛନ୍ତି  ୧୬୩  କରୋନା | 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦେଖନ୍ତୁ ୫୯  ଜଣ ସ୍ଥାନୀୟ ସଂକ୍ରମିତ କେଉଁ କେଉଁ ଅଂଚଳରୁ !!!!

ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ  ଚିହ୍ନଟ ହୋଇଛନ୍ତି ୧୬୩   କରୋନା ପଜିଟିଭ | ସେଥି ମଧ୍ୟରୁ ୧୦୪   ଜଣ ସଙ୍ଗ ରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫୯  ଜଣ ସାଧାରଣ ଅଂଚଳରୁ | ଫଳରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଚିହ୍ନଟ ହୋଇଥିବା ମୋଟ ପଜିଟିଭଙ୍କ ସଂଖ୍ୟା ୧୯୯୧  ରେ ପହଁଚିଥିବା ବେଳେ  ୯୦୯   ଜଣ ଏଯାବତ ସୁସ୍ଥ ହେଲେଣି |  ଭୁବନେଶ୍ୱରରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୯ ରେ ପହଂଚିଛି | ମୃତକଙ୍କ ସଂଖ୍ୟା ୧୧ ରହିଛି  | ଦେଖନ୍ତୁ ଆଜି ୫୯  ଜଣ ସ୍ଥାନୀୟ ସଂକ୍ରମିତ କେଉଁ କେଉଁ ଅଂଚଳରୁ ଚିହ୍ନଟ ହୋଇଛନ୍ତି | 

0
0
0
s2sdefault