ହେଡଲାଇନସ୍:

ରାସ୍ତା ଦୁର୍ଘଟଣାରେ ଯୁବକ ମୃତ ସହଯୋଗ ହାତ ବଢ଼େଇଲେ ସ୍ବେଚ୍ଛାସେବୀ ସଙ୍ଗଠନ ଫ୍ରେଣ୍ଡ ଫର ଫାଉଣ୍ଡେସନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ହାଟଡିହି (ଶାସକ ପ୍ରଶାସକ) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଶାଳଣିଆଁଁ ପଞ୍ଚାୟତସ୍ଥିତ ଏଲକଣିଆ ଗାଁରେ ଘଟିଯାଇଛି ଏକ ଅଭାବନୀୟ ମୃତ୍ୟ ଘଟଣା । ସୂଚନା ପାଇଁ ଫ୍ରେଣ୍ଡ ଫର ଫାଉଣ୍ଡେସନ ତରଫରୁ ପକ୍ଷରୁ ସମସ୍ତ ସକ୍ରିୟ ସଦସ୍ୟ ମାନଙ୍କ ଦ୍ଵାରା ସହଯୋଗ କରାଯାଇଛି। କଳିଗାଁ ପଞ୍ଚାୟତ ଶାଳକଣିଆ ଗ୍ରାମର ଗୋବିନ୍ଦ ଜେନା ଙ୍କ କନିଷ୍ଠପୁତ୍ର ଶରତ ଜେନା [ବୟସ - ୨୮] ମୃତ୍ୟୁ ଘଟିଛି । ପ୍ରତ୍ୟେକ ଦିନ ଭଳି ଆଜି ଆଜି ଟିକେ ଶୀଘ୍ର ଭୋର–୪ଟାରୁ କାମ ଯାଇଥିବା ରୋଜଗାରିଆ ଶରତକୁ ଯେ ଯମ ବାନ୍ଧି ନେବ ସେ କଥା କାହାକୁ ଗୋଚର ନ ଥିଲା । ତେଣୁ ଫ୍ରେଣ୍ଡ ଫର ଫାଉଣ୍ଡେସନ ପରିବାର ତରଫରୁ ଦୁଇ ମାସର ରାସନ୍ ସାମଗ୍ରୀ ଚାଉଳ,ଡାଲି,ସାବୁନ୍,ମୁଢ଼ି,ତେଲ,ସମସ୍ତ ସାମଗ୍ରୀ ପ୍ରଦାନ କରା ଯାଇଛି ଅସହାୟ ପାରିବାରୁ ସହଯୋଗ କରାଯାଇଛି। ମୁଖ୍ୟତଃ ସମସ୍ତ ସକ୍ରିୟ ସଦସ୍ୟା ଙ୍କ ଦ୍ଵାରା କାର୍ଯ୍ୟ ପୂର୍ଣ୍ଣ ହୋଇଛି।

0
0
0
s2sdefault