ହେଡଲାଇନସ୍:

କେନ୍ଦ୍ରୀୟ ବଜେଟ-2020 ଲାଗି ଦେଶବାସୀଙ୍କ ମତାମତ ଲୋଡ଼ିଲେ ପ୍ରଧାନମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ : କେନ୍ଦ୍ରୀୟ ବଜେଟ-2020 ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ମତାମତ ଓ ପରାମର୍ଶ ଲୋଡ଼ିଛନ୍ତି । ମାଇଁ ଗଭ ପୋର୍ଟାଲ ଜରିଆରେ ନିଜ ମତାମତ ରଖିବା ପାଇଁ ସେ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “କେନ୍ଦ୍ରୀୟ ବଜେଟ୍ 130 କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାର ପ୍ରତିଫଳନ’ ଏବଂ ଏହା ରାଷ୍ଟ୍ରର ବିକାଶ ଲାଗି ମାର୍ଗ  ପ୍ରସ୍ତୁତ କରିଥାଏ । ମୁଁ ଆପଣ ସମସ୍ତଙ୍କୁ ମାଇଁ ଗଭ୍ ପୋର୍ଟାଲ ଜରିଆରେ ଚଳିତବର୍ଷ ବଜେଟ୍ ଲାଗି ନିଜ ମତାମତ ଓ ପରାମର୍ଶ ଦେବା ପାଇଁ ଆମନ୍ତ୍ରଣ କରୁଛି ।”

0
0
0
s2sdefault