ହେଡଲାଇନସ୍:

ଶିବସେନା ମୁଖ୍ୟ ଉଦ୍ଧବ ଥାକରେଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭାରତକୁ 5 ଟ୍ରିଲିୟନ ଡଲାର ବିଶିଷ୍ଟ ଅର୍ଥନୀତି କରିବାରେ ମହାରାଷ୍ଟ୍ରର ସହଯୋଗ ଉପରେ ହେଲା ଆଲୋଚନା 
ମହାରାଷ୍ଟ୍ର ବିକାଶ ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ ଦିଗ ଉପରେ ଚର୍ଚା କଲେ ଦୁଇ ନେତା

ନୂଆଦିଲ୍ଲୀ/ ଭୁବନେଶ୍ୱର  –ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାମହାରାଷ୍ଟ୍ରର ବିକାଶ ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ ଦିଗ ଉପରେ  ଆଲୋଚନା କରିଛନ୍ତି ଶ୍ରୀ ପ୍ରଧାନ | କେନ୍ଦ୍ର ସରକାରଙ୍କ ସହ ହାତ ମିଳାଇ କେମିତି ରାଜ୍ୟର ବିକାଶ କରିହେବ ସେ ଦିଗରେ ବିଭିନ୍ନ ଗୁରୁତ୍ୱପୂର୍ଣ ବିନ୍ଦୁ ଉପରେ ଆଲୋଚନା କରିଥିବା ଶ୍ରୀ ପ୍ରଧାନ ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି |
ବିଶେଷଜ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ ପୁରାଣ କରିବାରେ ମହାରାଷ୍ଟ୍ର  କିଭଳି ସହଯୋଗ କରିବ ଏହା ଉପରେ  ବିଶେଷ ଫୋକସରେ ରହିଥିଲା |  ଏହାସହ ଭାରତର ଅର୍ଥନୈତିକ ଉନ୍ନତି ପାଇଁ ମଧ୍ୟ ଆଲୋଚାନା କରାଯାଇଥିଲା | କରାଯାଇଛି। ଭାରତକୁ 5 ଟ୍ରିଲିୟନ ଡଲାର ବିଶିଷ୍ଟ ଅର୍ଥନୀତି କରିବାରେ ମହାରାଷ୍ଟ୍ରର ସହଯୋଗ ଉପରେ ଆଲୋଚନା  ହେଲା ବୋଲି ଶ୍ରୀ ପ୍ରଧାନ ନିଜ ଟୁଇଟର ହାଣ୍ଡଲରେ ଉଲ୍ଲେଖ କରିଛନ୍ତି |

0
0
0
s2sdefault