ହେଡଲାଇନସ୍:

କରୁଣାନିଧିଙ୍କ ଦେହାନ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

07-08-18-KARUNA.jpg - 35.63 kB

ଚେନ୍ନାଇ : ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ କରୁଣାନିଧିଙ୍କ ଦେହାନ୍ତ | ଆଜି ସନ୍ଧ୍ୟା ୬.୧୦ ମିନିଟରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି | ତାଙ୍କୁ ୯୦ ବର୍ଷ ହୋଇଥିଲା | ସବୁ ପ୍ରକାର ସବୁ ଉଦ୍ୟମ ସତ୍ତ୍ୱେ ଶ୍ରୀ କରୁଣା ନିଧିଙ୍କ ବଞ୍ଚାଇବା ସମ୍ଭବ ହୋଇପାରିଲା ନାହିଁବୋଲି ତାଙ୍କର ଚିକିତ୍ସା କରୁଥିବା କାବେରୀ କାସପିଟାଲ ପକ୍ଷରୁ କୁହ ଯାଇଛି | ତାମିଲନାଡୁ ସରକାର କରୁଣାନିଧିଙ୍କ ସମ୍ମାନରେ ସାତ ଦିନିଆ ଶୋକ ପାଳନ କରୁଥିବା ବେଳେ ବୁଧବାରକୁ ପବ୍ଲିକ ଛୁଟି ଘୋଷଣା କରିଛନ୍ତି | ଜଣେ ବହୁମୁକି ପ୍ରତିଭାଧାର ସ୍ବର୍ଗତ କରୁଣାନିଧି ଥିଲେ ଅପରାଜେୟ ମଜରଥୀ ଯେ କି ତାଙ୍କର ୬୦ ବର୍ଷର ରାଜନୈତିଜ ଜୀବନରେ କେବେ କୌଣସି ନିର୍ବାଚନ ରେ ପରାଜୟର ସ୍ୱାଦ ଚାଖିନଥିଲେ | 

0
0
0
s2sdefault