- Hits: 3598
ଭିନ୍ନ ସଂଗ୍ରାମ : ଅମ୍ଳାନ ସଂଗ୍ରାମୀ “ଅଶୋକ ଦାସ”
ମାର୍ଚ୍ଚ ୧୫,ଅଶୋକ ଦାସଙ୍କ ୭୮ତମ ଜୟନ୍ତୀ ଅବସରରେ ସଂଗ୍ରାମର ରୂପ ଯେପରି ବିଭିନ୍ନ, ସଂଗ୍ରାମୀଙ୍କ ପନ୍ଥା ସେହିପରି ହୋଇଥାଏ ଭିନ୍ନ ଭିନ୍ନ । ଏଇ ପନ୍ଥା ଭିତରେ ଲକ୍ଷ୍ୟ ଏକ ହୋଇ ରହିବା, ସଂଗ୍ରାମୀଙ୍କ ବୈଶିଷ୍ଟ୍ୟ । ସେହି ବୈଶିଷ୍ଟ୍ୟ ହିଁ...












