ହେଡଲାଇନସ୍:

ବଣୁଆ ଭାଲୁ ଆକ୍ରମଣରେ ଜଣେ ଗୁରୁତର       

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସିନାପାଲିରୁ ନିରାକାର ମେହେର-ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତଗତ ଭାରିଆମୁଣ୍ଡା ଗ୍ରାପ ବରପଦର ଗ୍ରାମ ରେ ଅଘଟଣ ହେଇଛି ! ଏହି ଗ୍ରାମ ର ଯୁବକ ରୂପଧର ମାଝୀ ପୋଖରୀକୁ ଶୌଚ କରି ଯାଉଥିଲା ସମୟରେ ଏକ ବଣୁଆ ଭାଲୁ ଆକ୍ରମଣ କରିଛି ! ଏହି ଆକ୍ରମଣ ରେ ଯୁବକ ରୂପଧର ମାଝୀ ଗୁରୁତର ଭାବରେ ଆହତ ହୋଇଛନ୍ତି !ଏହି ଯୁବକ ର ବାମ ଗୋଡ଼ କୁ କାମୁଡି ରକ୍ତାକ୍ତ କରି ଦେଇଛି ସେ ବଣୁଆ ଭାଲୁ !ଏହି ଗ୍ରାମ ର ଲୋକ ମାନେ ଗୁରୁତର ରୂପଧର ମାଝୀ କୁ ଆଣି ସିନାପାଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ ଓ ତା ପରେ ଯୁବକ ରୂପଧର ମାଝୀ ସଙ୍କଟା ପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନନ୍ତରିତ କରାଗଲା !

0
0
0
s2sdefault