ହେଡଲାଇନସ୍:

ପୁଣି ଜଣଙ୍କୁ ତଂଟି କାଟି ମାଇଲେ ମାଓବାଦୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନବରଙ୍ଗପୁରରୁ ଦକ୍ଷିଣାଂଚଳ ବ୍ୟୁରୋଚିଫ ସଂଜୀବ ସୁବୁଦ୍ଧି 

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଲଦି ପଞ୍ଚାୟତ ଭେନୋସ ଗ୍ରାମର ଗରିବ ଆଦିବାସୀ ଟୁନୁ ଗଣ୍ଡଙ୍କୁ ଗତ ରାତିରେ ନକ୍ସଲମାନେ ତଣ୍ଟି କାଟି ହତ୍ୟା କରିଛନ୍ତି । ଘରରୁ ଡାକିଆଣି ଭେନସ ଗ୍ରାମର ଅଗଂନଵାଡି ବାରଣ୍ଡାରେ ତାଙ୍କୁ ହତ୍ୟା କରାଯାଇଛି । ସେଠାରେ ହିନ୍ଦୀ ଭାଷାରେ ଗୋଟିଏ ହାତ ଲେଖା ଚିଠି ମାଓବାଦୀମାନେ ଛାଡ଼ିଯାଇଛନ୍ତି । ପୋଲିସ ଇନଫରମର୍ ସନ୍ଦେହରେ ଟୁନୁ(୪୧)ଙ୍କୁ ହତ୍ୟା କରାଯାଇଥିବା ଚିଠିରେ ଉଲ୍ଲେଖ ଅଛି ।

 

0
0
0
s2sdefault