ହେଡଲାଇନସ୍:

ସରକାରୀ ବସରେ ମାଓ ପୋଷ୍ଟର ଓ ବ୍ୟାନର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା/ପ୍ରିୟବ୍ରତ ପଣ୍ଡା : ଭଇଁସାଦାନୀରୁ ନୂଆପଡା ଆସୁଥିବା ସରକାରୀ ବସରେ ମାଓ ପୋଷ୍ଟର ଓ ବ୍ୟାନର  ଲାଗି ଥିବା ଦେଖିବାକୁ ମିଳିଛି  । କାଲି ରାତିରେ ଅନେକ ଦିନର ନୀରବ ରହିଲା ପରେ ମାଓ ପ୍ରବଣ ନୂଆପଡା ଜିଲ୍ଲାର ବୋଡେ଼ନ ଥାନା ରୁ ୧୧ କିଲୋମିଟର ଦୂର ରେ ନିଜର ଉପସ୍ଥିତି ଜାହିର କରିଛନ୍ତି । ଅଂଚଳରେ ଭୟର ସଞ୍ଚାର ହୋଇଛି । ନରେନ୍ଦ୍ର ମୋଦୀ ସରକାର କୁ ଫାସିବାଦୀ ଅକ୍ଷ ଦେଇ ସରକାର କୁ ବିରୋଧ କରନ୍ତୁ ବୋଲି ଲେଖା ହୋଇଛି । ସାଧାରଣ ଲୋକଙ୍କୁ ମାଓବାଦୀ ଆରୋପ ଲଗେଇ ପୋଲିସ ହଇରାଣ ନ କରୁ ବୋଲି ଲାଲ ବାହିନୀ ନିଜ ଲିଖିତ ବ୍ୟାନରରେ ପ୍ରସ୍ତୁତ କରିଛନ୍ତି ।

0
0
0
s2sdefault