ହେଡଲାଇନସ୍:

ସଡକ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଗୁରୁତର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ/ ଗୌରାଙ୍ଗ ଦାସ :- ପଦ୍ମପୁର ଅଂଚଳ ର ବରିଷ୍ଠ ସାମ୍ବାଦିକ ଶ୍ରୀ ରମେଶ ଚନ୍ଦ୍ର ବାରିକ ଆଜି ଏକ ସଡକ ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ହେଇଛନ୍ତି । ତାଙ୍କର ମୁଣ୍ଡରେ ଗଭୀର ଆଘାତ ହେଇଥିବା ନିଜେ ଶ୍ରୀ ବାରିକ ଜଣାଇଛନ୍ତି । ଭେଡେନ ଡାକ୍ତରଖାନାରେ ରେ ପ୍ରାଥମିକ ଚିକିତ୍ସା ତାଙ୍କୁ ଛାଡ଼ିଦେଇ ଥିବା ଜଣାପଡିଛି । ଶାସକ ପ୍ରଶାସକ ପରିବାର ଓ ଅଂଚଳର ବହୁ ବୁଦ୍ଧିଜୀବୀ ମାନେ ଶ୍ରୀ ବାରିକ ଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।।

0
0
0
s2sdefault