ହେଡଲାଇନସ୍:

ଭାରତୀୟ ଜନତା ପାର୍ଟି ସମଲେଇ ମଣ୍ଡଳର ଜନ ପରାମର୍ଶ ପଦଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନୂଆପଡ଼ା/ପ୍ରିୟବ୍ରତ ପଣ୍ଡା

 ନୂଆପଡା ଜିଲ୍ଲା ସିନାପାଲି ଜୋନ ନଂ ୧୩ ଭାରତୀୟ ଜନତା ପାର୍ଟି ସମଲେଇ ମଣ୍ଡଳ ର ଜନ ପରାମର୍ଶ ପଦଯାତ୍ରା ରାଣୀମୁଣ୍ଡା ଗାୟତ୍ରୀ ପ୍ରଜ୍ଞାପୀଠ ଠାରୁ ଶୁଭ ଉଦଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ମଧ୍ୟମରେ ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ଉପଲବ୍ଧି ଓ ରାଜ୍ୟ ସରକାରଙ୍କ ବିଫଳତା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ସହିତ କାର୍ଯ୍ୟକର୍ତ୍ତା ମାନେ ଘରଘର ବୁଲି ପ୍ରଚାର ପତ୍ରିକା ବଣ୍ଟନ କରିଥିଲେ । ଗାଁ ମଧ୍ୟରେ ପଥପ୍ରାନ୍ତ ସଭା ର ଆୟୋଜନ କରି ଲୋକଙ୍କ ଠାରୁ ପରାମର୍ଶ ନେବାସହ ରାଜ୍ୟ ସରକାରଙ୍କ ବିଫଳତା କୁ ସମାଲୋଚନା କରିଥିଲେ ।କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ଉଜ୍ଜଳ ପ୍ରସାଦ ହଂସ,ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ କୁମାର ଠାକୁର,ଜିତୁ ହୋତା,ପ୍ରତାପ ମେହେର,ବୈକୁଣ୍ଠ ସା, ମାରକଣ୍ଡ ଗହୀର,ଲକ୍ଷ୍ମଣ ପ୍ରଧାନ ,କ୍ଷେତ୍ରମୋହନ ସା, ଚିକନୁ ମାଝୀ, କମଳ ସା, ସନ୍ତୋଷ ପାତ୍ର,ଟଂକଧର ବନ୍ଦୀଛୋର,ଦିବାନ ସିଂ ମାଝି, ମହେନ୍ଦ୍ର ଦାସ,ବେଦବ୍ୟାସ ବୈଠାରୁ ପ୍ରମୁଖ ସାମିଲ ଥିଲେ

 

0
0
0
s2sdefault