ହେଡଲାଇନସ୍:

ବ୍ୟାଟେରୀ ଗାଡି ଚାର୍ଜ ହେଲାନେଲେ ନିଆଁ :  ରାସନ ଦୋକାନ ପୋଡିଗଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  କୁଚିଣ୍ଡା/ଶାନ୍ତନୁ ବେହେରା ଆଜି ଦିନବେଳା କୁଚିଣ୍ଡା ଏନ୍ଏସି ସ ଇ ଡ। ଗ୍ରାମରେ ଏକ ରାସନ ଦୋକାନରେ ବେଟେ ରି ଚାଳିତ ଗାଡି ଚାର୍ଜ କରିବା ସମୟରେ ହଟ।ତ ନିଆଁ ଲାଗି ଯାଇଥିଲା |ଏଥିରେ ଗାଡିଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଛି। ଦୋକାନ ଭିତରେ ନିଆଁ ବ୍ୟାପି ଯିବାରୁ ଦୋକାନ ର ବହୁତ  ସାମଗ୍ରୀ ନଷ୍ଟ ହୋଇଛି।

 

0
0
0
s2sdefault