ହେଡଲାଇନସ୍:

ହାତୀ ଆକ୍ରମଣରେ ସମିତି ସଭ୍ୟଙ୍କ ମୃତ୍ୟୁ ଘଟଣା : ଶୋକ ସନ୍ତପ୍ତ ପରିବାରଂକୁ ଭେଟି ସମବେଦନା ଜଣାଇଲେ ମନ୍ତ୍ରୀ ସୁଶାନ୍ତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ/ ଗୌରାଙ୍ଗ ଚରଣ ଦାଶ :- ଗତ କାଲି ମଧ୍ୟ ରାତ୍ରି ରେ ଝାରବନ୍ଧ କନ୍ଦା ଡଙ୍ଗର ର ବଣ୍ଡା ମୁଣ୍ଡା ଗ୍ରାମରେ ଚାଷୀ ତଥା ଅଂଚଳର ବିଶିଷ୍ଟ ସମାଜ ସେବୀ ଓ କନ୍ଦା ଡଙ୍ଗର ର ବର୍ତମାନ ସମିତି ସଭ୍ୟ ଙ୍କୁ ଗୋଟେ ବଣୁଆ ହାତୀ ଦଳି ମରିଦେଇଥିବା ରୁ ଅଂଚଳରେ ଗଭୀର ଶୋକର ବାତାବରଣ ରହିଛି । ମୃତକ ଙ୍କର ପରିବାର କୁ ଭେଟିବାକୁ ଆଜି ରାଜ୍ୟ ସରକାର ଙ୍କର ଶକ୍ତି ଓ ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତ କୁମାର ସିଂ ତାଙ୍କ ବଣ୍ଡା ମୁଣ୍ଡା ବାସଭବନ କୁ ଯାଇଥିଲେ ।ମନ୍ତ୍ରୀ ଶ୍ରୀ ସିଂ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଥିଲେ । ଏହି ଅବସରରେ ଝାରବନ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ବିଜୟ ପ୍ରଧାନ ଓ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ହୁର୍ଷିକେଶ ବରିହା ପ୍ରମୁଖ ଉପସ୍ଥିତ ଥିଲେ

0
0
0
s2sdefault