ହେଡଲାଇନସ୍:

ମଦ କାରବାର,ଜଣେ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ(ଯଶୋବନ୍ତ ସାହୁ)  ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ପୋଲିସ୍ ବେଆଇନ ମଦ କାରବାର ଅଭିଯୋଗରେ ଜଣକୁ ଗିରଫ କରିଛି l ଅଭିଯୁକ୍ତ ଜଣକ ହେଲେ ତ୍ରିବଣପୁର ଗ୍ରାମର ପ୍ରତାପ ପୃଷ୍ଟି (24)  ସେ ଘରେ ମଦ ରଖି ବିକ୍ରି କରୁଥିବା ବେଳେ ପୋଲିସ୍ ଚଢ଼ାଉ କରିଥିଲା l ତାଙ୍କ ପାଖରୁ ପୋଲିସ୍ 42 ଟି ମହୁଲି ମଦ ପାଉଚ ଜବତ କରିଛି l ଏ ସଂକ୍ରାନ୍ତରେ ରେଢ଼ାଖୋଲ ଥାନା ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁକୋର୍ଟ ଚାଲାଣ କରାଯାଇଛି l

0
0
0
s2sdefault