ହେଡଲାଇନସ୍:

ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ: ୪ ଆହତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜି ଉଦୟଗିରି : କନ୍ଧମାଳ କିଲ୍ଲାରେ ଜି ଉଦୟଗିରି  ପଣସ ବଙ୍କିଆ ଠାରେ ଏକ ଇଟା ବୋଝେଇ  ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି | ଏହି ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି | ଆହତ ମାନଙ୍କୁ ଚିକିତ୍ସାପାଇଁ ଡାକ୍ତରଖାନାରେ ଭର୍ତି କରାଯାଇଛି | 

0
0
0
s2sdefault